Copyright Policy- od

ଏହି ୱେବସାଇଟରେ ବର୍ଣ୍ଣିତ ସାମଗ୍ରୀକୁ ମାଗଣାରେ ପୁନଃପ୍ରକାଶିତ କରାଯାଇପାରେ | ଅବଶ୍ୟ, ସାମଗ୍ରୀକୁ ସଟିକ୍ ଭାବରେ ପୁନଃପ୍ରକାଶିତ କରାଯିବା ଦରକାର, ଅପମାନଜନକ ଭାବେ କିମ୍ୱା ଭ୍ରାମକ ବିଷୟବସ୍ତୁ ଭାବେ ବ୍ୟବହାର କରାଯିବା ଅନୁଚିତ | ଯେଉଁଠାରେ ବି ସାମଗ୍ରୀ ପ୍ରକାଶିତ ହେବ କିମ୍ୱା ଅନ୍ୟକୁ ଜାରି କରାଯିବ, ଉତ୍ସକୁ ସ୍ପଷ୍ଟ ଭାବରେ ନିଶ୍ଚିତ ସ୍ୱୀକାର୍ଯ୍ୟ କରାଯିବା ଉଚିତ | ତଥାପି, ଏହି ସାମଗ୍ରୀ ପୁନଃପ୍ରକାଶନ ପାଇଁ ଅନୁମତି କୌଣସି ସାମଗ୍ରୀ ନିମନ୍ତେ ପ୍ରସାରିତ କରିହେବ ନାହିଁ, ଯାହା ଜଣେ ତୃତୀୟ ପାର୍ଟୀର ସ୍ୱତ୍ତ୍ୱାଧିକାର ଭାବେ ଚିହ୍ନଟ ହୋଇଥିବ | ଏହିପରି ସାମଗ୍ରୀ ପୁନଃପ୍ରକାଶନ ପାଇଁ ଅଧିକାର, ସମ୍ପର୍କିତ ବିଭାଗ/ସ୍ୱତ୍ତ୍ୱାଧିକାରୀଙ୍କଠାରୁ ନିଶ୍ଚିତ ପ୍ରାପ୍ତ କରାଯିବା ଉଚିତ |

ୱେବସାଇଟରେ ଥିବା ସୂଚନାର ସାରାଂଶର, ଗବେଷଣା କିମ୍ୱା ନିଜସ୍ୱ ଅଧ୍ୟୟନ ପାଇଁ ସମୀକ୍ଷା, ପୁନଃପ୍ରକାଶନ କିମ୍ୱା ଅନୁବାଦ କରାଯାଇପାରେ, କିନ୍ତୁ ବିକ୍ରି ପାଇଁ କିମ୍ୱା ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ନୁହେଁ | ୱେବସାଇଟରେ ଥିବା ସୂଚନାର ଯେକୌଣସି ବ୍ୟବହାର ସହିତ, ପ୍ରବନ୍ଧ/ପୃଷ୍ଠାର ୟୁନିଫର୍ମ ରିସୋର୍ସ ଲୋକେଟର୍ (URL) ଉଲ୍ଲେଖପୂର୍ବକ, ଉତ୍ସ ଭାବେ UIDAIର ସ୍ୱୀକାର୍ଯ୍ୟ ରହିଥିବା ଆବଶ୍ୟକ | ୱେବସାଇଟର ପର୍ଯ୍ୟାପ୍ତ ଭାଗର ପୁନଃପ୍ରକାଶନ କିମ୍ୱା ଅନୁବାଦ କିମ୍ୱା ଶି‍କ୍ଷା କିମ୍ୱା ଅନ୍ୟ ଅଣ-ବ୍ୟାବସାୟିକ ଉଦ୍ଦେଶ୍ୟ ବ୍ୟତୀତ ଯେକୌଣସି ବ୍ୟବହାର ପାଇଁ ଲିଖିତ ଆକାରରେ ପ୍ରାକ୍ ଅଧିକାରର ଆବଶ୍ୟକତା ରହିଛି | ନିମ୍ନ ପ୍ରଦତ୍ତ ଇମେଲ୍ ରେ ୱେବମାଷ୍ଟର୍ ଙ୍କୁ ଆବେଦନ ଓ ଅନୁସନ୍ଧାନ ସମ୍ୱୋଧିତ/ଇମେଲ୍ କରନ୍ତୁ webadmin[-]uidai[@]nic[.]in.