ଘୋଷଣା

ଏହି ୱେବସାଇଟ୍, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଦ୍ୱାରା ପରସ୍ତୁତ କରାଯାଇଛି | ଏହି ସାଇଟ୍ ମାଧ୍ୟମରେ ସର୍ଫିଙ୍ଗ୍ କରିବା ସମୟରେ ଆପଣ, ସରକାରୀ ଓ ଘରୋଇ ଅନୁଷ୍ଠାନଗୁଡ଼ିକ ପ୍ରତି ଲିଙ୍କ୍ ଦେଖିବାକୁ ପାଇବେ | ଏହି ସାଇଟଗୁଡ଼ିକର ବିଷୟବସ୍ତୁକୁ, ପ୍ରାଧିକରଣ ଦ୍ୱାରା ସମର୍ଥିତ କିମ୍ୱା ତା’ର ଏକ ଦାୟିତ୍ୱ ଭାବେ ବିଚାର କରାଯିବା ଅନୁଚିତ ଏବଂ ସେହିସବୁ ସମ୍ପର୍କିତ ଅନୁଷ୍ଠାନର ମାଲିକାନା ଅନ୍ତର୍ଗତ ଅଟେ, ଯାହା, ଅଧିକ ସୂଚନା କିମ୍ୱା ପରାମର୍ଶ ପାଇଁ ସେମାନଙ୍କୁ ସମ୍ପର୍କ କରାଯାଇପାରେ |