ୱେବସାଇଟ୍ ନିୟମ

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) , ଏକ ବୈଧାନିକ ପ୍ରାଧିକାରୀ ‍ସ୍ଥାପିତ ହୋଇଥିଲା ଆଧାର (ଆର୍ଥିକ ଓ ଅନ୍ୟାନ୍ୟ ସବସିଡୀ, ଲାଭ ଓ ସେବାର ବିତରଣ ପାଇଁ ଲକ୍ଷିତ) ଅଧିନିୟମ ୨୦୧୬ ("ଆଧାର ଅଧିନିୟମ ୨୦୧୬") ଭାରତ ସରକାରଙ୍କ ଦ୍ୱାରା ୧୨ ଜୁଲାଇ ୨୦୧୬ରେ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଅନ୍ତର୍ଗତ | UIDAI ଦ୍ୱାରା ଏହି ୱେବ୍ ସାଇଟ୍ ର ଡିଜାଇନ୍, ବିକାଶ, ରକ୍ଷଣା-ବେକ୍ଷଣ କରାଯାଇଥାଏ |

ସାଧାରଣ ଜନତାଙ୍କୁ ସୂଚନା ପ୍ରଦାନ କରାଯିବା ନିମନ୍ତେ ଏହି ସାଇଟ୍ ର ବିକାଶ କରାଯାଇଛି | ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ବିଷୟରେ ବିଶ୍ୱସ୍ତ, ବିସ୍ତୃତ, ସଠିକ୍ ସୂଚନା ପ୍ରଦାନ କରିବାକୁ ଏହି ସାଇଟ୍ ମାଧ୍ୟମରେ ଏକ ପ୍ରୟାସ କରାଯାଇଛି | ଅନେକ ‍ସ୍ଥାନରେ, ଅନ୍ୟ ଭାରତୀୟ ସରକାରୀ ପୋର୍ଟାଲ୍ସ/ୱେବସାଇଟ୍ସକୁ ହାଇପରଲିଙ୍କ୍ ପ୍ରଦାନ କରାଯାଇଛି |

ଏହି ସାଇଟ୍ ର ବିଷୟବସ୍ତୁ ହେଉଛି, UIDAIର ବିଭିନ୍ନ ଗ୍ରୁପ୍ସ ଓ ବିଭାଗର ମିଳିତ ଉଦ୍ୟମର ପରିଣାମ | ନିୟମିତ ଭିତ୍ତିରେ ଏହି ସାଇଟ୍ ର ବିଷୟବସ୍ତୁ କଭରେଜ୍, ଡିଜାଇନ୍ ଓ ଟେକ୍ନୋଲୋଜୀକୁ ବୃଦ୍ଧି ଓ ସମୃଦ୍ଧ ଜାରି ରଖିବା ହେଉଛି ଆମର ପ୍ରୟାସ |


ଧନ୍ୟବାଦ

ୱେବମାଷ୍ଟର
UIDAI ୱେବସାଇଟ

ଇମେଲ୍: This email address is being protected from spambots. You need JavaScript enabled to view it.