ଆଧାର ଅପରେଟର ଭାବେ କାମ କରିବାକୁ ଇଛୁକ ପ୍ରାର୍ଥୀଙ୍କ ପାଇଁ ପ୍ରଶିକ୍ଷଣ ବାଧ୍ୟତାମୂଳକ କି?

ହଁ, ୟୁଆଇଡିଏଆଇ ଟ୍ରେନିଂ ଟେଷ୍ଟିଂ ଆଣ୍ଡ ସାର୍ଟିଫିକେସନ୍ ପଲିସି ଅନୁସାରେ ଆଧାର ଅପରେଟର ଭାବେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ପ୍ରଶିକ୍ଷଣ ବାଧ୍ୟତାମୂଳକ।