Filters

ଏଫ୍.ଏ.କ୍ୟୁ

ଆଧାର ନମ୍ବର କ'ଣ?keyboard_arrow_down
ଆଧାର ନାମଲେଖା ପାଇଁ କେଉଁ ପ୍ରକ୍ରିୟା ଅନୁସରଣ କରାଯିବ ଏବଂ ଆଧାର ପାଇବା ପାଇଁ କେଉଁ ସୂଚନା ପ୍ରଦାନ କରାଯିବ?keyboard_arrow_down
ଆଧାର ପ୍ରାପ୍ତକରିବା ବାଧ୍ୟତାମୂଳକ ଅଟେ କି?keyboard_arrow_down
ଜଣେ ବ୍ୟକ୍ତିବିଶେଷଙ୍କର ଜନ୍ମ ତାରିଖର ବୈଧତା କିପରି ଯାଞ୍ଚ ହେବ?keyboard_arrow_down
ଆଧାରର ବୈଶିଷ୍ଟ୍ୟତା ଓ ସୁବିଧାଗୁଡିକ କ’ଣ?keyboard_arrow_down
UIDAI କିପରି ବ୍ୟକ୍ତିବିଶେଷଙ୍କୁ ଏବଂ ସେମାନଙ୍କ ତଥ୍ୟକୁ ସୁରକ୍ଷା ପ୍ରଦାନ କରିଥାଏ?keyboard_arrow_down
ଆଧାର ପିଭିସି କାର୍ଡ କ'ଣ? ଏହା କାଗଜ ଆଧାରିତ ଲାମିନେଟେଡ ଆଧାର ପତ୍ର ସହ ସମାନ କି?keyboard_arrow_down
ଯଦି କୌଣସି ଆଧାର ନମ୍ବରଧାରୀ ନିଜ ଆଧାର ନମ୍ବରକୁ ଭୁଲ୍ ସ୍ଥାନରେ ରଖିଥାନ୍ତି ତେବେ କ'ଣ ହେବ?keyboard_arrow_down
ଯଦି ଆଧାର ନମ୍ବରଧାରୀଙ୍କ ପାଖରେ ଆଧାର ପତ୍ର ପହଞ୍ଚି ନଥାଏ ତେବେ କ'ଣ ହେବ?keyboard_arrow_down
ନିକଟରେ ମୁଁ ଆଧାର ଅପଡେଟ୍ କରିଥିଲି। ତଥାପି, ସ୍ଥିତି 'ପ୍ରକ୍ରିୟାଗତରେ' ଦର୍ଶାଉଛି। କେବେ ହେବ ଅପଡେଟ୍?keyboard_arrow_down
ମୁଁ ଆଧାର ସହିତ କିପରି PANକୁ ଲିଙ୍କ କରିବି?keyboard_arrow_down
ମୋର ପଞ୍ଜୀକରଣ ହେଲାପରେ, ଆଧାର ପତ୍ର ପ୍ରାପ୍ତ କରିବା ପାଇଁ କେତେ ସମୟ ଲାଗିବ? ଏବଂ ମୁଁ ମୋର ଆଧାର ପତ୍ର କିପରି ପ୍ରାପ୍ତ କରିବି?keyboard_arrow_down
ମୁଁ ନିକଟ ଅତୀତରେ ମୋର ଆଧାରକୁ ନବୀକରଣ କରିଛି | ଦୟାକରି ଏହାକୁ ତ୍ଵରାନ୍ଵିତ କରିପାରିବେ କି? ଏହା ମୋତେ ଅତି ଶୀଘ୍ର ଆବଶ୍ୟକ |keyboard_arrow_down
ମୁଁ ବହୁ ପୂର୍ବରୁ ଆଧାର ପାଇଁ ଆବେଦନ କରିଥିଲି, କିନ୍ତୁ ତାହା ପ୍ରାପ୍ତ ନକରିବାରୁ ପୁନଃ ଆବେଦନ କଲି | କେବେ ମୁଁ ମୋର ଆଧାର ପ୍ରାପ୍ତ କରିବି?keyboard_arrow_down
ବାସିନ୍ଦାଙ୍କ ଗୋପନୀୟତା ଅଧିକାରର ସୁରକ୍ଷା ପାଇଁ କେଉଁ ଗୋପନୀୟତା ସୁରକ୍ଷା ବ୍ୟବସ୍ଥା ରହିଛି?keyboard_arrow_down
UIDAI ଦ୍ଵାରା ତଥ୍ୟ ସୁରକ୍ଷା ଓ ଗୋପନୀୟତା ପାଇଁ ନେଉଥିବା ପଦକ୍ଷେପଗୁଡିକ କ’ଣ?keyboard_arrow_down
ଠକେଇ କିମ୍ବା ଅନଧିକୃତ ତଥ୍ୟ ପ୍ରବେଶ ବିରୋଧରେ କଳ୍ପନା କରାଯାଇଥିବା ସମ୍ଭାବ୍ୟ ଅପରାଧିକ ଦଣ୍ଡ କ'ଣ?keyboard_arrow_down
eKYC ପାଇଁ ଆଧାର ବ୍ୟବହାର କରାଯାଇପାରିବ କି?keyboard_arrow_down
ଆଧାର କାର୍ଡର ବ୍ୟବହାର କ'ଣ ହୋଇପାରେ?keyboard_arrow_down
ମୋର ବ୍ୟାଙ୍କ ଆକାଉଣ୍ଟ, ପାନ୍ ଏବଂ ଅନ୍ୟାନ୍ୟ ସେବା ଆଧାର ସହିତ ଲିଙ୍କ୍ ମୋତେ ଅସୁରକ୍ଷିତ କରେ କି?keyboard_arrow_down
ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଅନ୍ୟ ପରିଚୟ ପତ୍ର ଠାରୁ ଆଧାର କିପରି ଭିନ୍ନ ଅଟେ?keyboard_arrow_down
ମୋ ପାଖରେ ଜନ୍ମ ତାରିଖର କୌଣସି ପ୍ରମାଣ ନାହିଁ। ମୁଁ ଆଧାରରେ ଜନ୍ମ ତାରିଖ କୁ କିପରି ଅପଡେଟ୍ କରିବି?keyboard_arrow_down
PAN ଓ ଆଧାରରେ ମୋର ନାମ ଭିନ୍ନ ଅଟେ | ଏହା ଉଭୟଙ୍କୁ ଲିଙ୍କ କରିବା ପାଇଁ ଅନୁମତି ଦେଉ ନାହିଁ | କ’ଣ କରିବି?keyboard_arrow_down
ମୋର PAN ଓ ଆଧାରରେ ଥିବା ଜନ୍ମ ତାରିଖ ମେଳ ହେଉନାହିଁ | ସେମାନଙ୍କୁ ଲିଙ୍କ କରିହେଉ ନାହିଁ | ଦୟାକରି ସାହାଯ୍ୟ କରନ୍ତୁ |keyboard_arrow_down
ମୁଁ ଜଣେ ଏନଆରଆଇ ଏବଂ ମୋ ପାଖରେ ଆଧାର ରହିଛି। କ'ଣ ମୋର ଆଧାର ଓ ପାସପୋର୍ଟ ଆଧାରରେ ମୋର ଜୀବନସାଥୀ ନାମ ଲେଖାଇପାରିବେ?keyboard_arrow_down
କ'ଣ ମୋ ପାସପୋର୍ଟକୁ ମୋ ଜୀବନସାଥୀଙ୍କ ଆଧାର ଅପଡେଟ୍ ପାଇଁ ବ୍ୟବହାର କରାଯାଇପାରିବ?keyboard_arrow_down
ପ୍ରବାସୀ ଭାରତୀୟଙ୍କ ପଞ୍ଜୀକରଣ ପ୍ରକ୍ରିୟା କ'ଣ?keyboard_arrow_down
ମୋ ପାସପୋର୍ଟରେ ଥିବା ଠିକଣା ଅପଡେଟ୍ ହୋଇନଥାଏ। ମୁଁ ମୋ ଆଧାର ଆବେଦନ ପାଇଁ ମୋର ବର୍ତ୍ତମାନର ଠିକଣା ଦେବାକୁ ଚାହୁଁଛି। ଏହା ସମ୍ଭବ କି?keyboard_arrow_down
ପ୍ରବାସୀ ଭାରତୀୟଙ୍କ ଆଧାର ପଞ୍ଜୀକରଣ ପ୍ରକ୍ରିୟା କ'ଣ?keyboard_arrow_down
କ'ଣ ମୁଁ ମୋ ଆଧାର ବିବରଣୀରେ ଏକ ଅନ୍ତର୍ଜାତୀୟ ମୋବାଇଲ ନମ୍ବର ଦେଇପାରିବି?keyboard_arrow_down
5 ବର୍ଷରୁ କମ୍ ବୟସର ପ୍ରବାସୀ ଭାରତୀୟଙ୍କ ପିଲାଙ୍କ ପାଇଁ ଆଧାର ପଞ୍ଜୀକରଣର ପ୍ରକ୍ରିୟା କ'ଣ?keyboard_arrow_down
ଜଣେ ପ୍ରବାସୀ ଭାରତୀୟ କ'ଣ ଆଧାର ପାଇଁ ଆବେଦନ କରିପାରିବେ?keyboard_arrow_down
UID ତଥ୍ୟଭଣ୍ଡାର(ଡେଟାବେସ)କୁ କେଉଁମାନଙ୍କର ଆକ୍ସେସ୍ ଅଛି? ତଥ୍ୟଭଣ୍ଡାର(ଡେଟାବେସ)ର ସୁରକ୍ଷାକୁ କିପରି ସୁନିଶ୍ଚିତ କରାଯାଇଥାଏ?keyboard_arrow_down
ବାସିନ୍ଦାମାନଙ୍କର ଅଭିଯୋଗଗୁଡିକୁ କିପରି ସମାଧାନ କରାଯାଇଥାଏ?keyboard_arrow_down
ଜଣେ ବାସିନ୍ଦାଙ୍କୁ ଆଧାରରୁ ବାଦ ଦିଆଯାଇପାରିବ କି?keyboard_arrow_down
ବାସିନ୍ଦାଙ୍କର ତଥ୍ୟକୁ ଆଧାର ତଥ୍ୟଭଣ୍ଡାର(ଡେଟାବେସ)ରୁ ବାହାର କରାଯାଇପାରିବ କି?keyboard_arrow_down
ବ୍ୟକ୍ତିବିଶେଷଙ୍କୁ ଓ ସେମାନଙ୍କ ତଥ୍ୟକୁ UIDAI କିପରି ସୁରକ୍ଷା ଦେଇଥାଏ?keyboard_arrow_down
ଜଣେ ବ୍ୟକ୍ତି ତାଙ୍କ mAadhaar ମୋବାଇଲ୍ ଆପ୍ଲିକେସନ୍‌ରେ କେତେଟି ପ୍ରୋଫାଇଲ୍ ଯୋଡିପାରିବେ କିମ୍ବା ଦେଖିପାରିବେ?keyboard_arrow_down
mAadhaar କେଉଁଠାରେ ବ୍ୟବହାର କରାଯାଇପାରିବ?keyboard_arrow_down
mAadhaar ଆପ୍ ମାଧ୍ୟମରେ ଆଧାର ବିବରଣୀ ଅପଡେଟ୍ କରିବାର କୌଣସି ପ୍ରକ୍ରିୟା ଅଛି କି, ଯେପରିକି DOB, ମୋବାଇଲ୍ ନମ୍ବର, ଠିକଣା ଇତ୍ୟାଦି ଏବଂ ଯୋଡାଯିବା ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା?keyboard_arrow_down
mAadhaar ସେବା ବ୍ୟବହାର କରିବା ପାଇଁ ଏକ ପଞ୍ଜିକୃତ ମୋବାଇଲ୍ ନମ୍ବର ଆବଶ୍ୟକ କି?keyboard_arrow_down
mAadhaar ର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ କ’ଣ?keyboard_arrow_down
mAadhaar ଆପରେ ବାସିନ୍ଦା କିପରି ପ୍ରୋଫାଇଲ୍ ତିଆରି କରିପାରିବେ?keyboard_arrow_down
mAadhaar ଆପ୍ କ’ଣ, ଏବଂ ମୁଁ ଏହାକୁ କିପରି ବ୍ୟବହାର କରିପାରିବି?keyboard_arrow_down
ଏମ-ଆଧାର ବ୍ୟବହାର କରିବା ପାଇଁ ପଞ୍ଜିକୃତ ମୋବାଇଲ ନମ୍ବର ରହିବା ବାଧ୍ୟତାମୂଳକ କି?keyboard_arrow_down
ଏମ-ଆଧାର ଆପ୍ ଜରିଆରେ ଆଧାର ତଥ୍ୟ ଯଥା ଡିଓବି, ମୋବାଇଲ୍ ନମ୍ବର, ଠିକଣା ଆଦି ଅପଡେଟ୍ କରିବାର କୌଣସି ପ୍ରକ୍ରିୟା ଅଛି କି?keyboard_arrow_down
ବାସିନ୍ଦା କେମିତି ପ୍ରୋଫାଇଲ ଦେଖି ପାରିବେ?keyboard_arrow_down
ଜଣେ ବାସିନ୍ଦା ଏମ୍-ଆଧାର (mAadhaar) ଆପ୍ ରେ କେମିତି ପ୍ରୋଫାଇଲ୍ ତିଆରି କରିପାରିବେ?keyboard_arrow_down
ଏମ୍-ଆଧାର (m-Aadhaar) ବ୍ୟବହାର କରିବା ପାଇଁ ପଞ୍ଜିକୃତ ମୋବାଇଲ ଥିବା ଜରୁରୀ ଅଟେ କିkeyboard_arrow_down
ଏମ-ଆଧାର କୁ କେଉଁଠାରେ ବ୍ୟବହାର କରାଯାଇପାରିବ?keyboard_arrow_down